ଅନ୍ୟ ମାନଙ୍କୁ ତୁମେ ସେସବୁ ଦିଅ,, ଯେଉଁ ସବୁ କିଛି ତୁମେ ପାଇପାରିବ, ନେଇପାରିବ ଓ ସହିପାରିବ, ତୁମେ ତୁମ କର୍ମ ଅନୁସାରେ ଅନ୍ୟ କୁ ଯାହା କିଛି ବି ଦେବ, ପ୍ରକୃତି ର ନିୟମ ଅନୁଯାୟୀ ତୁମେ ତାହା ସମୟ ଅନୁସାରେ ଫେରି ପାଇବ, ତେଣୁ ଏମିତି କିଛି ଅନ୍ୟ କୁ ଦିଅନାହିଁ କି ଏମିତି କିଛି ଅନ୍ୟ ସହ କରନାହିଁ ଯାହା ତୁମ ପାଖକୁ ଫେରିବା ସମୟ ରେ ସେସବୁ ତୁମେ ଗ୍ରହଣ କରିପାରିବ ନାହିଁ।।
- K.P.S