Hindi Quote in Religious by Bijeta Rani Mishra

Religious quotes are very popular on BitesApp with millions of authors writing small inspirational quotes in Hindi daily and inspiring the readers, you can start writing today and fulfill your life of becoming the quotes writer or poem writer.

*?ଜଣେ ହିନ୍ଦୁ ହୋଇ ଶ୍ରୀ ମଦ୍ ଭାଗବତ ଗୀତା ବିଷୟରେ ନିଶ୍ଚୟ କିଛି ଜାଣିବା ଦରକାର।*?

*ଓଁ-* ଗୀତା କିଏ କାହାକୁ ଶୁଣାଇ ଥିଲେ ?
*ଉ-* ଶ୍ରୀ କୃଷ୍ଣ ଅର୍ଜୁନ ଙ୍କୁ ଶୁଣାଇ ଥିଲେ।
*ଓଁ-* କେବେ ଶୁଣାଇ ଥିଲେ ?
*ଉ-* ଆଜିକୁ ପ୍ରାୟ ୭ ହଜାର ବର୍ଷ ଆଗେ।
*ଓଁ-* କେଉଁ ବାରରେ ଗୀତା ଶୁଣାଇ ଥିଲେ ?
*ଉ-* ରବିବାର।
*ଓଁ-* କୋଉ ତିଥିରେ ?
*ଉ-* ଏକାଦଶୀ।
*ଓଁ-* କୋଉଠି ଶୁଣାଇଥିଲେ ?
*ଉ-* କୁରୁକ୍ଷେତ୍ର ର ଯୁଦ୍ଧ କ୍ଷେତ୍ରରେ।
*ଓଁ-* କେତେ ସମୟରେ ଶୁଣାଇ ଥିଲେ ?
*ଉ-* ପାଖା ପାଖି ୪୫ ମିନିଟରେ।
*ଓଁ-* କାହିଁକି ଶୁଣାଇ ଥିଲେ ?
*ଉ-* କର୍ତ୍ତବ୍ୟ ରୁ ଓହରି ଯାଇଥିବା ଅର୍ଜୁନ ଙ୍କୁ କର୍ତ୍ତବ୍ୟ ଶିଖାଇବା ପାଇଁ ଓ ଭବିଷ୍ୟତ ରେ ମାନବ ସମାଜକୁ ଧର୍ମ ବିଷୟକ ଜ୍ଞାନ ଶିଖିବା ଲାଗି।
*ଓଁ-* ଗୀତାରେ କେତେ ଅଧ୍ୟାୟ ?
*ଉ-* ୧୮ ଅଧ୍ୟାୟ।
*ଓଁ-* କେତୋଟି ଶ୍ଳୋକ ଅଛି ?
*ଉ-* ୭୦୦ ଶ୍ଳୋକ।
*ଓଁ-* ଗୀତାରେ କେଉଁ କେଉଁ ବିଷୟରେ ଚର୍ଚ୍ଚା ହୋଇଛି ?
*ଉ-* ଜ୍ଞାନ-ଭକ୍ତି-କର୍ମ ଯୋଗ ର ବିସ୍ତୃତ ବ୍ୟାଖ୍ୟା କରାଯାଇଛି।ଏହି ମାର୍ଗରେ ଚାଲିଲେ ଜଣେ ବ୍ୟକ୍ତି ପରମ ପଦର ଅଧିକାରୀ ହୋଇପାରିବ।
*ଓଁ-* ଗୀତାକୁ ଅର୍ଜୁନଙ୍କ ଛଡା କିଏ କିଏ ଶୁଣିଥିଲେ ?
*ଉ-* ଧ୍ରୁତରାଷ୍ଟ୍ର ଓ ସଞ୍ଜୟ।
*ଓଁ-* ଅର୍ଜୁନ ଙ୍କ ଆଗରୁ ଗୀତାର ପାବନ ଜ୍ଞାନ କାହାକୁ ମିଳିଥିଲା ?
*ଉ-* ଭଗବାନ ସୂର୍ଯ୍ୟ ଦେବତାଙ୍କୁ।
*ଓଁ-* ଗୀତାର ଗଣନା କୋଉ ଧର୍ମ ଗ୍ରନ୍ଥରେ ମିଳେ ?
*ଉ-* ଉପନିଷଦ ରେ।
*ଓଁ-* ଗୀତା କେଉଁ ମହାଗ୍ରନ୍ଥର ଭାଗ ଅଟେ ?
*ଉ-* ଗୀତା ମହାଭାରତର ଶାନ୍ତି ପର୍ବର ଏକ ଭାଗ ଅଟେ।
*ଓଁ-* ଗୀତାର ଅନ୍ୟ ନାମ କଣ ?
*ଉ-* ଗୀତୋପନିଷଦ।
*ଓଁ-* ଗୀତାର ସାର କଣ ?
*ଉ-* ପ୍ରଭୁ ଶ୍ରୀ କୃଷ୍ଣଙ୍କର ଶରଣ ଯିବା।
*ଓଁ-* ଗୀତାରେ କିଏ କେତେ ଶ୍ଳୋକ କହିଥିଲେ ?
*ଉ-* ଶ୍ରୀ କୃଷ୍ଣ- ୫୭୪, ଅର୍ଜୁନ- ୮୫, ଧୃତରାଷ୍ଟ୍ର- ୧ ଓ ସଞ୍ଜୟ- ୪୦।

ନିଜର ଯୁବ ସମାଜକୁ ଗୀତା ବିଷୟରେ ଜାଣିବା କଥା ଅଧିକରୁ ଅଧିକ ଲୋକଙ୍କୁ ସେୟାର କରନ୍ତୁ।

*?ଜୟ ଶ୍ରୀ କୃଷ୍ଣ।*?

Hindi Religious by Bijeta Rani Mishra : 111187910
New bites

The best sellers write on Matrubharti, do you?

Start Writing Now