*?ଜଣେ ହିନ୍ଦୁ ହୋଇ ଶ୍ରୀ ମଦ୍ ଭାଗବତ ଗୀତା ବିଷୟରେ ନିଶ୍ଚୟ କିଛି ଜାଣିବା ଦରକାର।*?
*ଓଁ-* ଗୀତା କିଏ କାହାକୁ ଶୁଣାଇ ଥିଲେ ?
*ଉ-* ଶ୍ରୀ କୃଷ୍ଣ ଅର୍ଜୁନ ଙ୍କୁ ଶୁଣାଇ ଥିଲେ।
*ଓଁ-* କେବେ ଶୁଣାଇ ଥିଲେ ?
*ଉ-* ଆଜିକୁ ପ୍ରାୟ ୭ ହଜାର ବର୍ଷ ଆଗେ।
*ଓଁ-* କେଉଁ ବାରରେ ଗୀତା ଶୁଣାଇ ଥିଲେ ?
*ଉ-* ରବିବାର।
*ଓଁ-* କୋଉ ତିଥିରେ ?
*ଉ-* ଏକାଦଶୀ।
*ଓଁ-* କୋଉଠି ଶୁଣାଇଥିଲେ ?
*ଉ-* କୁରୁକ୍ଷେତ୍ର ର ଯୁଦ୍ଧ କ୍ଷେତ୍ରରେ।
*ଓଁ-* କେତେ ସମୟରେ ଶୁଣାଇ ଥିଲେ ?
*ଉ-* ପାଖା ପାଖି ୪୫ ମିନିଟରେ।
*ଓଁ-* କାହିଁକି ଶୁଣାଇ ଥିଲେ ?
*ଉ-* କର୍ତ୍ତବ୍ୟ ରୁ ଓହରି ଯାଇଥିବା ଅର୍ଜୁନ ଙ୍କୁ କର୍ତ୍ତବ୍ୟ ଶିଖାଇବା ପାଇଁ ଓ ଭବିଷ୍ୟତ ରେ ମାନବ ସମାଜକୁ ଧର୍ମ ବିଷୟକ ଜ୍ଞାନ ଶିଖିବା ଲାଗି।
*ଓଁ-* ଗୀତାରେ କେତେ ଅଧ୍ୟାୟ ?
*ଉ-* ୧୮ ଅଧ୍ୟାୟ।
*ଓଁ-* କେତୋଟି ଶ୍ଳୋକ ଅଛି ?
*ଉ-* ୭୦୦ ଶ୍ଳୋକ।
*ଓଁ-* ଗୀତାରେ କେଉଁ କେଉଁ ବିଷୟରେ ଚର୍ଚ୍ଚା ହୋଇଛି ?
*ଉ-* ଜ୍ଞାନ-ଭକ୍ତି-କର୍ମ ଯୋଗ ର ବିସ୍ତୃତ ବ୍ୟାଖ୍ୟା କରାଯାଇଛି।ଏହି ମାର୍ଗରେ ଚାଲିଲେ ଜଣେ ବ୍ୟକ୍ତି ପରମ ପଦର ଅଧିକାରୀ ହୋଇପାରିବ।
*ଓଁ-* ଗୀତାକୁ ଅର୍ଜୁନଙ୍କ ଛଡା କିଏ କିଏ ଶୁଣିଥିଲେ ?
*ଉ-* ଧ୍ରୁତରାଷ୍ଟ୍ର ଓ ସଞ୍ଜୟ।
*ଓଁ-* ଅର୍ଜୁନ ଙ୍କ ଆଗରୁ ଗୀତାର ପାବନ ଜ୍ଞାନ କାହାକୁ ମିଳିଥିଲା ?
*ଉ-* ଭଗବାନ ସୂର୍ଯ୍ୟ ଦେବତାଙ୍କୁ।
*ଓଁ-* ଗୀତାର ଗଣନା କୋଉ ଧର୍ମ ଗ୍ରନ୍ଥରେ ମିଳେ ?
*ଉ-* ଉପନିଷଦ ରେ।
*ଓଁ-* ଗୀତା କେଉଁ ମହାଗ୍ରନ୍ଥର ଭାଗ ଅଟେ ?
*ଉ-* ଗୀତା ମହାଭାରତର ଶାନ୍ତି ପର୍ବର ଏକ ଭାଗ ଅଟେ।
*ଓଁ-* ଗୀତାର ଅନ୍ୟ ନାମ କଣ ?
*ଉ-* ଗୀତୋପନିଷଦ।
*ଓଁ-* ଗୀତାର ସାର କଣ ?
*ଉ-* ପ୍ରଭୁ ଶ୍ରୀ କୃଷ୍ଣଙ୍କର ଶରଣ ଯିବା।
*ଓଁ-* ଗୀତାରେ କିଏ କେତେ ଶ୍ଳୋକ କହିଥିଲେ ?
*ଉ-* ଶ୍ରୀ କୃଷ୍ଣ- ୫୭୪, ଅର୍ଜୁନ- ୮୫, ଧୃତରାଷ୍ଟ୍ର- ୧ ଓ ସଞ୍ଜୟ- ୪୦।
ନିଜର ଯୁବ ସମାଜକୁ ଗୀତା ବିଷୟରେ ଜାଣିବା କଥା ଅଧିକରୁ ଅଧିକ ଲୋକଙ୍କୁ ସେୟାର କରନ୍ତୁ।
*?ଜୟ ଶ୍ରୀ କୃଷ୍ଣ।*?