ତୁମକୁ ମୁଁ କ'ଣ କହି ଅଭିଯୋଗ କି ଅଭିମାନ କରି ପାରିବି ପ୍ରଭୁ,,ତୁମେ ବି ମୋ ପାଇଁ ଅନେକ ଅସହାୟ, ମୁଁ ତୁମର ଅସହାୟତା ବୁଝି ପାରୁଛି,ତୁମେ ତ ସବୁବେଳେ ସବୁକିଛି ମୋତେ ଦେବାକୁ ଚାହିଁଛ, କିନ୍ତୁ ତୁମେ ମୋର ପାରବ୍ଧ,ବର୍ତ୍ତମାନ,ଓ ଭବିଷ୍ୟତ ସମୟ ମଧ୍ୟ ରେ ଛନ୍ଦି ଯାଇଛ, ତଥାପି ବି ତୁମେ ମୋ ସହିତ ରହିଛ
- K.P.S