Quotes by Anit Kumar in Bitesapp read free

Anit Kumar

Anit Kumar

@anitkumar2202


💘ନୀଲ ସ୍ବପ୍ନନ ଶିଳାଲେଖ💘

ଅନ୍ଧାରର
ଅରଣ୍ୟରେ
ମୁଁ ଶୁଣିପାରୁଛି
ତମର ନିଶବ୍ଦ
ପାଦ ଶବ୍ଦ

ଅବଚେତନର ସ୍ପର୍ଶରେ
ଶିହରୀ ଉଠୁଛି
ମୋର ନିରୁକ୍ତ ଆୟୁଷ

ତମର
ଅଚାନକ ଅନୁକମ୍ପାରେ
ପଲକି ଉଠୁଛି
ବିଷାଦର ସମୁଦ୍ର

ତମର ନୀଳନୀଳ
ତନୁ ବନ୍ୟାରେ
ଲୁଛି ଯାଉଛି
ମର୍ମଦାହ୍
ପାପର ଦିଗନ୍ତ.......!

Read More

about finding friendship......